ସମନ୍ୱୟ ଓ ଭାଗୀଦାରୀତା
ଡବ୍ଲ୍ୟୁଏସ୍ସି
ଏସ୍ଏଚ୍ଜି -ନେତୃତ୍ୱାଧୀନ ବୟନ ଶିଳ୍ପ କ୍ଷେତ୍ରରେ କାର୍ଯ୍ୟରତ ବୁଣାକାରମାନଙ୍କୁ ଡିଜାଇନ୍ ଏବଂ ତାଲିମ ପ୍ରଦାନରେ ଡବ୍ଲ୍ୟୁଏସ୍ସି ବିଶେଷ ସହାୟତା କରିବ । ଏହି ସହଭାଗୀତା ସରକାରଙ୍କ ୨.୫ ନିୟୁତ ମହିଳାଙ୍କୁ କୋଟିପତି କରିବା ସ୍ୱପ୍ନକୁ ପୂରଣ କରିବା ଦିଗରେ ସହଯୋଗ କରେ ।
AAHELP (ସ୍ୱାସ୍ଥ୍ୟ ଏବଂ ପଶୁପାଳନ ଉତ୍ପାଦନ ପ୍ରସାର ପାଇଁ ସ୍ୱୀକୃତିପ୍ରାପ୍ତ ଏଜେଣ୍ଟ)
ଗ୍ରାମୀଣ ମହିଳାମାନଙ୍କୁ ପାରା-ଭେଟନାରୀ ବିଶେଷଜ୍ଞ ଭାବରେ ତାଲିମ ଦେବା ଯାହା ଦ୍ୱାରା ସେମାନେ ଘରକୁ ଘର ଯାଇ ପଶୁପାଳନ ସମ୍ପର୍କିତ ସେବା ପ୍ରଦାନ କରିପାରିବେ
ନମୋ ଡ୍ରୋନ ଦିଦି - କୃଷିରେ ପ୍ରଯୁକ୍ତିବିଦ୍ୟା ଏକତ୍ରୀକରଣ
କୃଷି ସେବା ପାଇଁ ମହିଳା SHG ସଦସ୍ୟମାନଙ୍କୁ ପ୍ରମାଣିତ ଡ୍ରୋନ ପାଇଲଟ୍ ଭାବେ ପ୍ରୋତ୍ସାହନ ଦେଇ, ପ୍ରଯୁକ୍ତି-ଆଧାରିତ ଜୀବିକା ସୃଷ୍ଟି କରିବା
ପିଏମ୍ଇଜିପି
ଋଣ ସବସିଡି ଏବଂ ବଜାର ସହାୟତା ସହିତ ଗ୍ରାମୀଣ/ଜନଜାତି ଉଦ୍ୟୋଗଗୁଡ଼ିକୁ ପ୍ରୋତ୍ସାହିତ କରିବା ।
ପିଏମ୍ଏଫ୍ଏମ୍ଇ
SHG ନେତୃତ୍ୱାଧୀନ ଖାଦ୍ୟ ଉଦ୍ୟୋଗଗୁଡ଼ିକୁ ଋଣ, ତାଲିମ ଏବଂ ଉତ୍ପାଦିତ ଦ୍ରବ୍ୟର ବଜାରୀ କରଣ ସହାୟତା ପ୍ରଦାନ କରିବା ।
ଟ୍ରାଇଫେଡ୍ (ଆଦିବାସୀ ସମବାୟ ମାର୍କେଟିଂ ଡେଭଲପମେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ ଲିମିଟେଡ )
ଆଦିବାସୀଙ୍କ ଜୀବିକା, ଲଘୁ ବନଜାତ ଦ୍ରବ୍ୟର ବିପଣନ ଓ ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ।
ନାବାର୍ଡ (ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ)
ଗ୍ରାମୀଣ ଜୀବିକାକୁ ପ୍ରୋତ୍ସାହିତ କରିବା, କୃଷି/ଅଣକୃଷି ପ୍ରକଳ୍ପ ଏବଂ ଏଫପିଓ ପାଇଁ ଆର୍ଥିକ ଓ ବୈଷୟିକ ସହାୟତା ।
NIESBUD (ଜାତୀୟ ଉଦ୍ୟୋଗୀତା ଏବଂ କ୍ଷୁଦ୍ର ବ୍ୟବସାୟ ବିକାଶ ପ୍ରତିଷ୍ଠାନ)
NIESBUD (ଜାତୀୟ ଉଦ୍ୟୋଗୀତା ଏବଂ କ୍ଷୁଦ୍ର ବ୍ୟବସାୟ ବିକାଶ ପ୍ରତିଷ୍ଠାନ)
RCRC Partners
ଜଳବାୟୁ-ପ୍ରତିରୋଧୀ କୃଷି, ପ୍ରାକୃତିକ ସମ୍ପଦ ପରିଚାଳନା ଏବଂ କୃଷକଙ୍କ ଜୀବିକା ସୁରକ୍ଷା ପାଇଁ ମିଳିତ ପ୍ରୟାସ
ପିସିଆଇ ଇଣ୍ଡିଆ ( PCI, India) (Project Concern International)
ସାମୁଦାୟିକ ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ମହିଳା ସଶକ୍ତିକରଣ ଉପରେ ଧ୍ୟାନ ଦେବା
କୁଡୁମ୍ବଶ୍ରୀ (KUDUMBASHREE) (Keral NRO)
SHG ଗୁଡିକୁ PRI-CBO ଅଭିସରଣ ମଡେଲ ଏବଂ ସମ୍ପ୍ରଦାୟ ସମ୍ବଳ ସହାୟତାକୁ ସମର୍ଥନ କରିବା।
PRADAN
ଗ୍ରାମୀଣ ଜୀବିକା, ଦକ୍ଷତା ବିକାଶ ଏବଂ ପ୍ରାକୃତିକ ସମ୍ପଦ ପରିଚାଳନା
ଇଣ୍ଡଷ୍ଟ୍ରୀ
ଏସ୍ଏଚ୍ଜି ମହିଳାମାନଙ୍କ ସହିତ ହସ୍ତଶିଳ୍ପ, ବୟନଶିଳ୍ପ ଏବଂ ସୃଜନଶୀଳ ଶିଳ୍ପରେ ସ୍ଥାୟୀ ଉଦ୍ୟୋଗଗୁଡ଼ିକୁ ସମର୍ଥନ କରେ ।
ୟୁଏନ୍ଏଫ୍ପିଏ
ଏସ୍ଏଚ୍ଜି ସହିତ ଲିଙ୍ଗ, ସ୍ୱାସ୍ଥ୍ୟ, ଯୁବ ସଶକ୍ତିକରଣ ଏବଂ ପ୍ରଜନନ ସ୍ୱାସ୍ଥ୍ୟ ସମ୍ପର୍କିତ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଏ ।
ୟୁନିସେଫ୍
ଏସ୍ଏଚ୍ଜି ସହଭାଗୀତା ଶିଶୁ ବିକାଶ, ପୋଷଣ, ୱାସ୍ (ଡବ୍ଲ୍ୟଏଏସ୍ଏଚ୍) ଏବଂ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମକୁ ସମର୍ଥନ କରିବା ।
ICRISAT (ଅର୍ଦ୍ଧ-ଶୁଷ୍କ କ୍ଟିବନ୍ଧୀୟ ଅଞ୍ଚଳ ପାଇଁ ଆନ୍ତର୍ଜାତୀୟ ଫସଲ ଗବେଷଣା ପ୍ରତିଷ୍ଠାନ)
ଦୀର୍ଘସ୍ଥାୟୀ କୃଷି, ମାଣ୍ଡିଆ ଓ ପୁଷ୍ଟିକର ଶସ୍ୟଜାତ ଖାଦ୍ୟର ମୂଲ୍ୟ ଶୃଙ୍ଖଳାକୁ ସୁଦୃଢ କରିବା ସହିତ ଜଳବାୟୁ-ଅନୁକୂଳ କୃଷିକୁ ପ୍ରୋତ୍ସାହନ କରିବା
ONDC (ଡିଜିଟାଲ୍ ବାଣିଜ୍ୟ ପାଇଁ ଖୋଲା ନେଟୱାର୍କ)
SHG ଉତ୍ପାଦଗୁଡ଼ିକୁ ଇ-କମର୍ସ ପ୍ଲାଟଫର୍ମ ଏବଂ ଡିଜିଟାଲ ବଜାରରେ ପ୍ରବେଶ ପ୍ରଦାନ କରିବା।
FDRVC
ଚାଷୀ ଉତ୍ପାଦକ ଗୋଷ୍ଠୀ, ବଜାର ସଂଯୋଗ ଏବଂ ମୂଲ୍ୟ ଶୃଙ୍ଖଳା ବିକାଶକୁ ସହାୟତା ପ୍ରଦାନ କରିବା।