ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ

CM Photo
Banner Image

ଡିଏୱାଇ -ଏନ୍‌ଆରଏଲଏମ୍‌

ଦୀନ-ଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବିକା ମିଶନ୍ :

ଦୀନ-ଦୟାଲ ଅନ୍ତ୍ୟୋଦୟ ଯୋଜନା ହେଉଛି ଏକ ଯୋଜନା, ଯାହାକି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ, କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟକାରୀ ହେଉଅଛି । ମହିଳା ସ୍ଵୟଂ ସହାୟତା ଗୋଷ୍ଠୀ ଗଠନ କରି ସେମାଙ୍କର ସଶକ୍ତିକରଣ ଓ ସ୍ଥାୟୀ ଜୀବିକା ହେଉଛି ମୂଳ ଲକ୍ଷ୍ୟ । ଏହା ସାମାଜିକ ଅନ୍ତର୍ଭୁକ୍ତି, ସମ୍ପ୍ରଦାୟ ଗତିଶୀଳତା, ଏବଂ ଆବର୍ତ୍ତନ ଏବଂ ଗୋଷ୍ଠୀ ନିବେଶ ପାଣ୍ଠି ମାଧ୍ୟମରେ ଆର୍ଥିକ ସହାୟତା, SHG ଗୁଡ଼ିକୁ ବ୍ୟାଙ୍କ ଋଣ ସଂଯୋଗ, ଜୀବିକା ଏବଂ ଉଦ୍ୟୋଗ ପ୍ରୋତ୍ସାହନ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ଗୁରୁତ୍ଵ ଦିଆଯାଏ ।

ଅଧିକ ଜାଣନ୍ତୁ
Scheme Image
Scheme Image
Scheme Image