ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ

CM Photo
Banner Image

ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରତିଷ୍ଠାନ (ଆର୍‌ଏସ୍‌ଇଟିଆଇ) :

ଏହା ଏକ କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ ପ୍ରଣୟନ ହୋଇଥିବା ଯୋଜନା ଅଟେ । ଏହା ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଦ୍ଵାରା ପ୍ରୟୋଜିତ ଓ ପରିଚାଳିତ ଅଟେ । ଏହି ଯୋଜନାରେ ଗ୍ରାମୀଣ ବେରୋଜଗାର ଯୁବକ ଓ ଯୁବତୀ ମାନଙ୍କୁ ୬ ଦିନରୁ ୪୫ ଦିନ ପର୍ଯ୍ୟନ୍ତ ଦେୟମୁକ୍ତ ଆବାସିକ ଧନ୍ଦାମୂଳକ ତାଲିମ ପ୍ରଦାନ କରେ । ଆତ୍ମନିଯୁକ୍ତ, ବେତଣଯୁକ୍ତ ନିଯୁକ୍ତ ଓ ଉଦ୍ୟମିତାକୁ ପ୍ରୋତ୍ସାହିତ କରିଥାଏ ।

ଦକ୍ଷତା ବିକାଶ

ତାଲିମଗୁଡ଼ିକ ବଜାର ଚାହିଦା ମୁତାବକ ହୋଇଥାଏ ଏବଂ ସ୍ଥାୟୀ ଆତ୍ମନିଯୁକ୍ତି ଏବଂ ମଜୁରୀ ନିଯୁକ୍ତିକୁ ସକ୍ଷମ କରିବା ପାଇଁ ଉଦ୍ୟୋଗୀ ଦକ୍ଷତା, ବୈଷୟିକ ଦକ୍ଷତା ଏବଂ ଆର୍ଥିକ ସାକ୍ଷରତା ନିର୍ମାଣ ଉପରେ ଧ୍ୟାନ ଦିଏ। ସଫଳ ଉଦ୍ୟୋଗ ପ୍ରତିଷ୍ଠା ଏବଂ ଜୀବିକା ବୃଦ୍ଧି ସୁନିଶ୍ଚିତ କରିବା ପାଇଁ ତାଲିମ ପରବର୍ତ୍ତୀ ସହାୟତା, ମାର୍ଗଦର୍ଶନ, ପରାମର୍ଶ ଏବଂ ବ୍ୟାଙ୍କ ରୁ ରୁଣ ଉପଲବ୍ଧ କରାଇଥାଏ । ...

    Read more