ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ

CM Photo
Banner Image

ଜ୍ଞାନ ପରିଚାଳନା ଓ ଯୋଗାଯୋଗ (କେଏମ୍‌ସି):

ଜ୍ଞାନ ପରିଚାଳନା ଓ ଯୋଗାଯୋଗ (KMC):
➔ ଏସ୍ଏଚ୍‌ଜି, ସିଏଲ୍‌ଏଫ୍, ଜିପିଏଲ୍‌ଏଫ୍ ଓ ପ୍ରସଙ୍ଗଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟରୁ ସର୍ବୋତ୍ତମ ଅଭ୍ୟାସଗୁଡ଼ିକର ତଥ୍ୟାୟନ (ଡକ୍ୟୁମେଣ୍ଟେସନ୍) ।
➔ ସଫଳ ଜୀବିକା ଓ ସାମାଜିକ ଅନ୍ତର୍ଭୁକ୍ତୀକରଣ ମଡେଲର ‘କେସ୍ ଷ୍ଟଡି’ ସଂକଳନ ।
➔ ସ୍ଥାନୀୟ ଭାଷାରେ ଆଇଇସି ସାମଗ୍ରୀ (ବ୍ରୋସର, ଫ୍ଲାୟର, ପୋଷ୍ଟର) ପ୍ରସ୍ତୁତି ।
➔ ବିଭିନ୍ନ କାର୍ଯ୍ୟକ୍ରମ ଓ ବିଷୟଭିତ୍ତିକ ତାଲିମ ପାଇଁ ପ୍ରଶିକ୍ଷଣ ପୁସ୍ତିକା ଏବଂ ତାଲିମ ଉପକରଣ (ଟୁଲକିଟ୍) ପ୍ରସ୍ତୁତ କରିବା ।
➔ ନ୍ୟୁଜଲେଟର, ରିପୋର୍ଟ ଓ ଅଡିଓ-ଭିଜୁଆଲ୍ ଭଳି ଜ୍ଞାନବର୍ଦ୍ଧକ ଉପାଦାନ ସୃଷ୍ଟି ।
➔ ଲକ୍ଷପତି ଦିଦି, ଲିଙ୍ଗଗତ ସମାନତା ଏବଂ ପୋଷଣ ଉପରେ ଆଇଇସି (IEC) ଅଭିଯାନ ପ୍ରସ୍ତୁତି (ଡିଜାଇନ୍) ଓ ପ୍ରସାରଣ ।
➔ ସଚେତନତା ବୃଦ୍ଧି ପାଇଁ ସ୍ଥାନୀୟ ଭାଷାରେ କମ୍ୟୁନିଟି ରେଡିଓ ଜରିଆରେ ବାର୍ତ୍ତା ବିତରଣ ।
➔ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ଏବଂ କାର୍ଯ୍ୟକ୍ରମର ପ୍ରଚାର-ପ୍ରସାର ପାଇଁ ସୋସିଆଲ୍ ମିଡିଆ (ଫେସବୁକ୍, ୟୁଟ୍ୟୁବ୍ ଓ ଏକ୍ସ)ର ବ୍ୟବହାର । 
➔ ଦୂରଦୂରାନ୍ତ ଅଞ୍ଚଳରେ ଜନସଚେତନତା ପାଇଁ ଭ୍ରାମ୍ୟମାଣ ଗାଡ଼ି ବ୍ୟବହାର କରି ସଚେତନତା ଅଭିଯାନ (ଆଇଇସି ଭ୍ୟାନ୍) ।
➔ ଗଣମାଧ୍ୟମ ସହ ସମନ୍ୱୟ ରକ୍ଷା: ପ୍ରେସ୍ ରିଲିଜ୍, ମିଡିଆ ବ୍ରିଫିଙ୍ଗ୍ ଏବଂ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଓ ସଭାଗୁଡ଼ିକର କଭରେଜ୍ ।